Browsing Tag

Mo Dham Mo Garba

ପୁରୀରେ “ମୋ ଧାମ ମୋ ଗର୍ବ” ଲୋଗୋ ଉନ୍ମୋଚିତ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

କେନ୍ୟୁଜ (ବ୍ୟୁରୋ ): ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ ହୋଇଥିବା "ମୋ ଧାମ ମୋ ଗର୍ବ" ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଆଜିଠାରୁ ଆନୁଷ୍ଠାନିକ ଭାବେ ସହରର ବିକାଶ ଧାରାରେ "ମୋ ଧାମ ମୋ ଗର୍ବ" ଅଭିଯାନ ସାମିଲ…