Browsing Tag

mobile loot at crp square

ଦିନ ସାଢ଼େ ୧୧ଟା ବେଳେ ଭୁବନେଶ୍ୱର ସିଆରପି ଛକରେ ଯୁବତୀ ଠାରୁ ମୋବାଇଲ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନ ଦ୍ୱିପହରରେ ଛିନ୍‌ତାଇ । ଜନଗହଳି ଭୁବନେଶ୍ୱର ସିଆରପି ଛକରେ ଛଡ଼ାଇ ନେଲେ ମୋବାଇଲ୍‌ । କିଛି ସମୟ ପୂର୍ବରୁ ଜଣେ ଯୁବତୀଙ୍କ ଠାରୁ ରାସ୍ତା ଉପରେ ଜଣେ ଦୁର୍ବୃତ୍ତ ମୋବାଇଲ୍‌ ଛଡ଼ାଇ ନେଇ ପଳାଇଗଲା । ଠିକ୍‌ ସିଆରପିଏଫ୍‌ କ୍ୟାମ୍ପସ ସମ୍ମୁଖ ସିଆରପି ଛକ ନିକଟରେ…