Browsing Tag

mobile phone stolen

ମୋବାଇଲ ଫୋନ ଚୋରି ହୋଇଗଲେ ଏମିତି କରନ୍ତୁ ନିଜ ଡାଟା ଡିଲେଟ, ଜାଣନ୍ତୁ ସହଜ ଷ୍ଟେପ

ଫୋନ ଚୋରି ହେବା ପରେ ଆମକୁ ସବୁଠାରୁ ଅଧିକ ଭୟ ଯାହା ରହିଥାଏ, ତାହା ହେଉଛି ଫୋନ ଭିତରର ଡାଟା। ଫୋନରେ ଯେଉଁ ଡାଟା ସବୁ ରହିଥାଏ, ତାହା ଲିକ୍ ହୋଇଯିବାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଟ୍ରିକ୍ ବିଷୟରେ କହିବୁ, ଯଦ୍ଦ୍ଵାରା ଫୋନ ଚୋରି ହେବା ସତ୍ତ୍ୱେ ଏହାର ଡାଟା ଆପଣ…

ଜେଲ୍‌ ବାହାରେ ଆର୍ଯ୍ୟନ ଖାନଙ୍କୁ ଦେଖିବା ବେଳେ ଏପଟେ ପକେଟ୍‌ମାର, ୧୦ ମୋବାଇଲ ଫୋନ୍‌ ନେଇଗଲେ ଚୋର

ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ଜାମିନ୍‌ ପାଇବା ପରେ ଆର୍ଥର ରୋଡ୍‌ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ରୁ ବାହାରିବା ସମୟରେ ଆର୍ଯ୍ୟନ୍‌ଙ୍କୁ ଦେଖିବା ପାଇଁ ଅନେକ ପ୍ରଶଂସକ ସେଠାରେ ଭିଡ଼ ଜମାଇଥିଲେ। କିନ୍ତୁ କିଛି ଲୋକଙ୍କୁ ଆର୍ଥର ରୋଡ୍‌ ଜେଲ୍‌…

ଉମରକୋଟ: ସଟର ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ: ସଟର ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମାରେ ଘଟିଛି ଏହି ଅଘଟଣ ।  ସଦର ମହକୁମାରେ ଥିବା ସାହିଲ୍‌ ମୋବାଇଲ ଦୋକାନରୁ ବିଳମ୍ବତ ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଦୋକାନର ସଟର ତାଡ଼ି ପାଖାପାଖି ୩୦ରୁ ଅଧିକ ମୋବାଇଲ…