Browsing Tag

Modi plays a traditional drum in Dausa

ପୁଣି ବାଜା ବଜାଇଲେ ମୋଦି

ଜୟପୁର : ରାଜସ୍ଥାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର କରିଛନ୍ତି । ଆଜି ଦୌଶା ଠାରେ ପ୍ରଚାର ବେଳେ ମୋଦି ସେଠାକାର ଏକ ପାରମ୍ପରିକ ବାଜା ବଜାଇଥିଲେ । ତାଙ୍କର ଧୁନ୍‌ ଓ ତାଳକୁ ଦେଖି ସମସ୍ତେ ।ଶ୍ଚର୍ଯ୍ୟ ହୋଇଯାଇଥିଲେ । କରତାଳିରେ ଫାଟି ପଡ଼ିଥିଲା ନିର୍ବାଚନୀ ସଭା ।…