Below header

ପୁଣି ବାଜା ବଜାଇଲେ ମୋଦି

ଜୟପୁର : ରାଜସ୍ଥାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର କରିଛନ୍ତି । ଆଜି ଦୌଶା ଠାରେ ପ୍ରଚାର ବେଳେ ମୋଦି ସେଠାକାର ଏକ ପାରମ୍ପରିକ ବାଜା ବଜାଇଥିଲେ । ତାଙ୍କର ଧୁନ୍‌ ଓ ତାଳକୁ ଦେଖି ସମସ୍ତେ ।ଶ୍ଚର୍ଯ୍ୟ ହୋଇଯାଇଥିଲେ । କରତାଳିରେ ଫାଟି ପଡ଼ିଥିଲା ନିର୍ବାଚନୀ ସଭା ।
ପୂର୍ବରୁ ସେ ଛତିଶଗଡ଼ ଅମ୍ବିକାପୁର ଠାରେ ମଧ୍ୟ ଠିକ୍‌ ଏହି ଭଳି କାନ୍ଧରେ ପକାଇ ବାଜା ବଜାଇଥିଲେ । ବିଭିନ୍ନ ଅଞ୍ଚଳ ଗସ୍ତ ବେଳେ ସେ ଏଭଳି ବାଜା ବଜାଇ ଲୋକଙ୍କୁ ଆକର୍ଷିତ କରିଛନ୍ତି । ଆଜି ଦୌଶା ଠାରେ ବଜାଇଥିବା ଡ୍ରମ୍‌ ବାଜାର ଭିଡିଓ ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.