Browsing Tag

mohammad siraj

ସିରାଜଙ୍କ ଭୁଲରେ ରାଗିଗଲେ ଦୀପକ ଚହର, ସମସ୍ତଙ୍କ ସାମ୍ନାରେ ଦେଲେ ଗାଳି: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ଦୀପକ ଚହର ପଡିଆରେ ହସ ହସ ଅନ୍ଦାଜରେ ନଜର ଆସିଥାନ୍ତି। କିନ୍ତୁ ଇନ୍ଦୋର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ନଜର ଆସିଥିଲେ। ରାଗରେ ସାଥି ଖେଳାଳି ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ…

ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜକୁ ସୁଯୋଗ ଦେବାକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ୍ସ, ଦେଲେ ଏମିତି…

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ଜସପ୍ରୀତ ବୁମରା ଆହତଜନିତ କାରଣରୁ ସାଉଥ ଆଫ୍ରିକା ଏବଂ ଟି-୨୦ ସିରିଜରୁ ବାଦ୍‌ ପଡିଛନ୍ତି। ଆଉ ଏଥିପାଇଁ ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଛି ବିସିସିଆଇ। ମହମ୍ମଦ ସିରାଜଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରିଥାନ୍ତି।…

ବିରାଟଙ୍କୁ ନେଇ ସିରାଜ ଏବଂ ଅଶ୍ୱିନ ଲେଖିଲେ ଏମିତି ଭାବବିହ୍ଵଳ ପୋଷ୍ଟ

ଟେଷ୍ଟ୍ କ୍ରିକେଟର ଦାୟିତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ହାରିବା ପରେ ବିରାଟ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସେ ଆଗକୁ ଟେଷ୍ଟ୍ ଖେଳିବେ ହେଲେ ଆଉ ଅଧିନାୟକ ରହିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।…

ନୂଆବର୍ଷରେ ହୋଟେଲ ଷ୍ଟାଫ୍‌ଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ, ଦେଖନ୍ତୁ ଭିଡିଓ

ସେଞ୍ଚୁରିଆନରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୂଆବର୍ଷ ସେଲିବ୍ରେସନ କରୁଥିବା ଟିମ୍‌ ଇଣ୍ଡିଆର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶ୍ରେୟସ ଆୟର ସେୟାର କରିଛନ୍ତି। ଏଥିରେ ଶ୍ରେୟସ ଆୟର ସାଥି ଖେଳାଳି…