ଥାଇଲାଣ୍ଡର ଏକ ମନ୍ଦିରରେ ଡ୍ରଗ୍ସ ଟିମ୍ର ଚଢ଼ାଉ; ନିଶା ଖାଇ ଚୁର୍ ଥିଲେ ସମସ୍ତ ପୂଜାରୀ…ଏବେ ମନ୍ଦିର ଖାଁ ଖାଁ
ଥାଇଲାଣ୍ଡରେ ପୋଲିସର ଅନେକ ଚେଷ୍ଟା ସତ୍ତ୍ୱେ ଡ୍ରଗ୍ସର କଳା କାରବାର ଥମିବାର ନାମ ନେଉନାହିଁ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ମୁତାବକ, ଏକ ବୁଦ୍ଧ ମନ୍ଦିରରେ ଡ୍ରଗ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମନ୍ଦିରର…