Below header
Browsing Tag

morbi bridge collapse

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେ ଗିରଫ, ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ୍‌…

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ସୋମବାର ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ମୋରବି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରିବା ନେଇ ଗୋଖଲେଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଏହି…

ମୋରବୀ ଟ୍ରାଜେଡି; ଗୁଜରାଟରେ ଆଜି ରାଷ୍ଟ୍ରୀୟ ଶୋକ ପାଳନ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ଗୁଜରାଟରେ ମୋରବି ବ୍ରିଜ ଟ୍ରାଜେଡିରେ ଆଜି ରାଜ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରାଯାଇଛି। ସଂପୂର୍ଣ୍ଣ ରାଜ୍ୟରେ ସରକାରୀ ବିଲିଡିଂରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ସମାରୋହ କିମ୍ବା କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର…

ସାଥ୍ ଦେଲା ଭାଗ୍ୟ: ୬୦ ଜଣଙ୍କ ଜୀବନ ବଞ୍ଚାଇ ଦେବଦୂତ ପାଲଟିଗଲେ ନଇମ, ହେଲେ ରହିଗଲା ଗୋଟେ ଅବଶୋଷ

ଅହମଦାବାଦ: ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲା ପୋଲ ଛିଣ୍ଡିିବା ଘଟଣାରେ ମୃତ୍ୟୁ ସଂଖା ୧୪୧କୁ ବୃଦ୍ଧି ପାଇଛି । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ମୋରବୀ ବ୍ରିଜ୍‌ ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଜଣଙ୍କୁ ଗିରଫ…

ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ: ଗୁଜରାଟ ବ୍ରିଜ୍‌ ଟ୍ରାଜେଡିରେ ଛାତିଫଟା କାହାଣୀ, ହାତ ଧରାଧରି ହୋଇ ଚାଲିଗଲେ…

ଗୁଜରାଟ : ରବିବାର କାଳ ସଂଧ୍ୟାକୁ ନେଇ ସବୁଠି ଚର୍ଚ୍ଚା । ମୃତକଙ୍କ ପରିବାରରେ ଶୋକର ଛାୟା । ଗୁଜରାଟ ବ୍ରିଜ୍‌ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି ତିନି ଭାଇ । ସେମାନେ ହେଲେ ଚିରାଗ ମୁଛଦୟା, ଧାର୍ମିକ ଓ ଚେତନ । ଚିରାଗର ବୟସ ୨୦ ହୋଇଥିବା ବେଳେ ଧାର୍ମିକର ବୟସ ୧୭ ଓ ଚେତନର ବୟସ ୧୫ ।…