ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମା’ ଝିଅ ମୃତ
କେନ୍ଦୁଝର (କେନ୍ୟୁଜ): ସାପ କାମୁଡ଼ାରେ ଗଲା ମାଆ ଝିଅଙ୍କ ଜୀବନ । ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମାଆ ଓ ଶିଶୁକନ୍ୟା ମୃତ । କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଗତକାଲି ରାତିରେ ଖାଇ ପିଇ ଶୋଇଥିବାବେଳେ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର…