Browsing Tag

motorola launched

ଲଞ୍ଚ ହେଲା Moto G71 5G ମୋବାଇଲ; ରହିଛି ଫାଷ୍ଟ ଚାର୍ଜିଂ System

ଭାରତରେ ଲଞ୍ଚ ହୋଇଛି Moto G71 5G, ଏହାର ଖାସ୍ କଥା ହେଉଛି ଯେ ଏହା ୨୦ ହଜାରରୁ କମ ଦାମରେ ଭାରତରେ ଲଞ୍ଚ ହୋଇଛି । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ମୋଟୋ ଜି ଲାଇନ୍ଅପ୍ ରେ ଏହା ତୃତୀୟ ମଡେଲ୍ ହେବ। ଏହାପୂର୍ବରୁ, ମୋଟୋ G51ଓ Moto G31 ଫୋନ୍ ଗୁଡିକ…