Browsing Tag

mouth barber

ମାଉଥ୍ ବାରବର : ହାତ ନୁହଁ ବରଂ ପାଟିରେ କେଶ କାଟୁଛନ୍ତି ଏହି ବାରିକ

ବେଙ୍ଗାଲୁରୁ (କେନ୍ୟୁଜ୍) : ସାଧାରଣତଃ ବାରିକମାନେ ହାତରେ କଇଁଚି ଓ କ୍ଷୁର ଧରି ଗ୍ରାହକଙ୍କ କେଶ କାଟିଥାନ୍ତି । ସମୟ ବଦଳିବା ସହ ଏବେ କେଶ କଟାର ବିଭିନ୍ନ ମାଧ୍ୟମ ମଧ୍ୟ ବଦଳିଛି । ଏନେଇ ଅନେକ ଅତ୍ୟ।ଧୁନିକ ଉପକାରଣଗୁଡ଼ିକର ବ୍ୟବହାର କରାଯାଉଛି। କିନ୍ତୁ ନିକଟରେ ଦେଖିବାକୁ ମିଳିଥିବା ଜଣେ…