Below header
Browsing Tag

mr musician posts

ଭାରତୀୟ ନୌସେନାରେ ନିଯୁକ୍ତି: ଦଶମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମିଳିବ ବଢ଼ିଆ ଦରମା

ଭାରତୀୟ ନୌସେନା (Indian Navy)ରେ ଖାଲି ପଡ଼ିଛି MR ମ୍ୟୁଜିକ୍‌ସିଆନ୍‌ ପଦବୀ। ଏଥିପାଇଁ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ନୋଟିଫିକେସନ୍‌ ମୁତାବକ, ଇଣ୍ଡିଆନ୍‌ ନ୍ୟାଭିରେ MR ମ୍ୟୁଜିକ୍‌ସିଆନ୍‌ର ୩୩ ପଦ ପାଇଁ ନିଯୁକ୍ତି ଜାରି ରହିଛି। ଏହି ପଦ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ…