ଭାରତୀୟ ନୌସେନାରେ ନିଯୁକ୍ତି: ଦଶମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମିଳିବ ବଢ଼ିଆ ଦରମା

ଭାରତୀୟ ନୌସେନା (Indian Navy)ରେ ଖାଲି ପଡ଼ିଛି MR ମ୍ୟୁଜିକ୍‌ସିଆନ୍‌ ପଦବୀ। ଏଥିପାଇଁ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ନୋଟିଫିକେସନ୍‌ ମୁତାବକ, ଇଣ୍ଡିଆନ୍‌ ନ୍ୟାଭିରେ MR ମ୍ୟୁଜିକ୍‌ସିଆନ୍‌ର ୩୩ ପଦ ପାଇଁ ନିଯୁକ୍ତି ଜାରି ରହିଛି। ଏହି ପଦ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ୨ ଅଗଷ୍ଟରୁ ଆରମ୍ଭ ହୋଇ ୬ ଅଗଷ୍ଟରେ ଶେଷ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ-୨ ଅଗଷ୍ଟ ୨୦୨୧

ଆବେଦନ ଶେଷ-୬ ଅଗଷ୍ଟ ୨୦୨୧

ଶୁଳ୍କ ପୈଠର ଶେଷ ତାରିଖ- ୬ ଅଗଷ୍ଟ ୨୦୨୧

ପରୀକ୍ଷା ତାରିଖ- ଶୁବ୍‌ଶୀଘ୍ର ସୂଚନା ଦିଆଯିବ

ଆଡ୍‌ମିଟ୍‌ କାର୍ଡ- ଶୁବ୍‌ଶୀଘ୍ର ସୂଚନା ଦିଆଯିବ

ବୟସ ସୀମା- ୧୮ରୁ ଊର୍ଦ୍ଧ୍ୱ

ଶିକ୍ଷାଗତ ଯୋଗ୍ୟତା- ୧୦ମ ପାସ୍‌

ଆବେଦନ ଶୁଳ୍କ- ନିଃଶୁଳ୍କ

ଦରମା- ଟ୍ରେନିଂ ବେଳେ ଷ୍ଟାଇପେଣ୍ଡ ଭାବେ ୧୪,୬୦୦

ଟ୍ରେନିଂ ପରେ ୨୧,୭୦୦-୬୯,୧୦୦ ଟଙ୍କା

ଡିଏ(ଯଦି ଲାଗୁ ହୁଏ) ଓ ଏମ୍‌ଏସ୍‌ପି ବାବଦକୁ ୫୨୦୦ ଟଙ୍କା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.