Browsing Tag

MTNL Building

ମୁମ୍ବାଇର MTNL ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଥିବା ଏମଟିଏନଏଲ୍( MTNL) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ବିଲ୍ଡିଂର ୩ୟ ଏବଂ ୪ର୍ଥ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୪ଟି ଗାଡି ପହଁଚି ନିଆଁକୁ ଆୟତ କରୁଛି। ୧୦୦ରୁ ଅଧିକ ଲୋକେ ବିଲ୍ଡିଂ ଉପରେ ଫସିରହିଥିବା…