Below header
Browsing Tag

mumbai high court

୨୭ ସପ୍ତାହର ଗର୍ଭବତୀ, ଭ୍ରୁଣ ନଷ୍ଟ କରିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ…ହେଲେ ଜୀବନ୍ତ ଜନ୍ମ ନେଲା ଶିଶୁ

ମୁମ୍ବାଇରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ନିକଟରେ ହାଇକୋର୍ଟ ଜଣେ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ହେଲେ ଗର୍ଭପାତ ସମୟରେ ହିଁ ଶିଶୁ ଜୀବନ୍ତ ଅବସ୍ଥାରେ ଜନ୍ମ ହୋଇଥିଲା। ମହିଳା ୨୭ ସପ୍ତାହର ଗର୍ଭବତୀ ଥିଲେ। ମହିଳାଙ୍କର କିଛି ଶାରୀରିକ ସମସ୍ୟା ଥିଲା। ଏହାସହ ହାର୍ଟରେ…

ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ଜାମିନ, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ସର୍ତ୍ତମୂଳକ ଜାମିନ। ରିୟାଙ୍କ ଯାଚିକାରେ ଆଜି ହାଇକୋର୍ଟ ଶୁଣାଣି କରିବା ପରେ ଅଦାଲତ ତାଙ୍କୁ ଜାମିନ ଦେଇଛି। ୨୮ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଆଜି ରିୟାଙ୍କୁ ମିଳିଲା ଜାମିନ। ଏକ ଲକ୍ଷ ଟଙ୍କା ମୁଚାଲିକା ଓ ପାସପୋର୍ଟ ଦାଖଲ କରିବା ପରେ…