Below header
Browsing Tag

mundali bridge

ମୁଣ୍ଡଳୀ ବ୍ରିଜରେ ପୁଣି ଅଘଟଣ, ବାଇକ ରଖି ନଦୀକୁ ଡେଇଁଲେ ଯୁବକ !

ଆଠଗଡ଼ (କେନ୍ୟୁଜ): ବାଇକ ରଖି ମହାନଦୀକୁ ଡେଇଁଲେ ଯୁବକ। ମୁଣ୍ଡଳୀ ବ୍ରିଜ ଉପରେ ରହିଛି ବାଇକ ଓ ହେଲମେଟ। ଯୁବକ ଜଣକ ମହାନଦୀକୁ ଡେଇଁ ପଡିଥିବା ଆଶଙ୍କା କରାଯାଉଛି। ଯୁବକ ଜଣକ ନିଆଳି ଅଞ୍ଚଳର। ବାଇକ୍ ଉପରେ ଏକ ଏୟାର ବ୍ୟାଗ୍ ରଖାଯାଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ…

ପୁଣି ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଯୁବକ, ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା

କଟକ(କେନ୍ୟୁଜ୍): ପୁଣି ମୁଣ୍ଡଳୀ ବ୍ରିଜ୍ ନିକଟରେ ଅଘଟଣ।  ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଜଣେ ଯୁବକ।  ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ…