କାଉନସିଲରଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର(କେନ୍ଯୁଜ୍): ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା । କାଉନସିଲରଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୋଟ ୧୭୫୬ ଓ୍ଵାର୍ଡରୁ ୬୬୮ ଅଣସଂରକ୍ଷିତ ଘୋଷଣା କରାଯାଇଛି।
ଏସ୍ସିଙ୍କ ପାଇଁ ୧୨୨, ଏସ୍ସି ମହିଳାଙ୍କ ପାଇଁ ୧୭୧ ଓ୍ଵାର୍ଡ ସଂରକ୍ଷିତ ରହିଛି।…