Browsing Tag

murder in bonai

ଗୁଣି ଗାରେଡି ସନ୍ଦେହରେ ଟାଙ୍ଗିଆରେ ହାଣି ହତ୍ୟା, ଶେଷରେ ବୃଦ୍ଧଙ୍କ ଘର ପୋଡିଦେଲା ଅଭିଯୁକ୍ତ

ବଣାଇ: ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ । ମୃତକ ହେଲେ ସୁନ୍ଦରଗଡ ଜିଲ୍ଲା ପଟାମୁଣ୍ଡା ଗାଁର କାଳିଆ ଦେହୁରୀ । ଜମିକୁ ଯାଇଥିବା ବେଳେ କାଳିଆକୁ ସେହି ଗାଁର ଟାଙ୍ଗୁରୁ ଗିରି ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ କାଳିଆର ମୃତ୍ୟୁ ହୋଇଛି । ତେବେ ହତ୍ୟା କରିବା…