Below header
Browsing Tag

murder suspected

ମନ୍ଦିର ପଛପଟୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୋଡା (କେନ୍ୟୁଜ): ଯୋଡା ଥାନା ବିଲେଇପଦା ଠାରେ ଥିବା ହନୁମାନ ମନ୍ଦିର ପଛପଟୁ କ୍ଷତବିକ୍ଷତ ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ବିଳେଇପଦା ଅଞ୍ଚଳର ଦୁର୍ଗା ନାୟକ ବୋଲି ସ୍ପଷ୍ଟ ହୋଇଛି। ଦୁର୍ଗା ଯୋଡା ଅଞ୍ଚଳରେ ଏକ ଦୋକାନରେ କାମ କରୁଥିବା ବେଳେ ଶୁକ୍ରବାର…

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ (କେନ୍ୟୁଜ): ରାସ୍ତାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ । ଅନୁଗୁଳ ସଦର ଥାନା ଛେଳିଆପଡ଼ା ନିକଟରେ ଜଣେ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ଯାକରି ଫିଙ୍ଗି ଦେଇଥିବା ସନ୍ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଙ୍ଗୁଲା ଗାଁର ସଗେଇ ବେହେରା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ…

ପିପିଲିରେ ଚାଞ୍ଚଲ୍ୟ ! ଅଖା ଭିତରୁ ମିଳିଲା ହାତଗୋଡ ବନ୍ଧା ଯୁବତୀଙ୍କ ମୃତଦେହ

ପିପିଲି (କେନ୍ୟୁଜ): ଅଖା ଭିତରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ପିପିଲି କଣାସ ନୂଆଗାଁ ନିକଟସ୍ଥ ଦୟା ନଦୀ କୂଳରୁ ମିଳିଛି ଯୁବତୀଙ୍କ ମୃତଦେହ। ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମିଲିଥିଲା ମୃତଦେହ। ବିଳମ୍ବିତ ରାତି ଏକ ଅଖା ଭାସି ଭାସି ଆସି ଲାଗିଥିଲା। ଆଜି ସକାଳେ ସ୍ଥାନୀୟ ଲୋକ…

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

କାମାକ୍ଷାନଗର (କେନ୍ୟୁଜ): ପରଜଙ୍ଗ ଥାନା ବସୋଇ ଗ୍ରାମ୍ୟ କାଜୁ ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ମୃତକ ହେଲେ ବସୋଇ ଗ୍ରାମର ମନୁଜା ବିଶ୍ବାଳ। ମୁହଁରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ନିକଟରେ ଏକ ବାଇକ ପଡିରହିଥିବାର…

ଚୋରି ଭିଡିଓ ଭାଇରାଲ ପରେ ନାବାଳକର ମୃତ୍ୟୁ

ଢେଙ୍କାନାଳ : ଦୋକାନରୁ ଚୋରି କରିଥିବା ଭିଡିଓ ଭାଇରାଲ ପରେ ନାବାଳକର ସନ୍ଦେହଜନକ ମୃତ୍ୟୁ। ଘଟଣା ଘଟିଛି ଢେଙ୍କାନାଳ ଭୁବନ ଥାନା ସୁରପ୍ରତାପପୁର ଗାଁରେ। ଗତକାଲି ୧୪ ବର୍ଷର ନାବାଳକ ଜଣଙ୍କ ଦୋକାନରୁ ଚୋରି କରୁଥିବା କହି ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଚୋରି କରିନଥିବା କହିଥିଲା।…