୧୪ ବର୍ଷ ଜେଲରେ ସଜ୍ଜା କାଟିବା ପରେ ବଦଳିଲା ଭାଗ୍ୟ, ହତ୍ୟାକାରୀରୁ ଡାକ୍ତର ବନିଲେ ଯୁବକ
ଭାଗ୍ୟ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ପକାଏ ତାହା କେହି ଜାଣନ୍ତି ନାହିଁ। ଗୋଟିଏ ସମୟରେ ଭାଗ୍ୟ ଭଲ ଥିଲେ ସବୁ ଭଲ ହେଉଥିବା ବେଳେ ପୁଣି ଅନ୍ୟ ଏକ ମୁହୂର୍ତ୍ତରେ ଭାଗ୍ୟ ଖରାପ ଥିଲେ ହେବା କାମ ବି ହୁଏ ନାହିଁ। ବର୍ତ୍ତମାନ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଣେ କଏଦୀଙ୍କ…