Below header
Browsing Tag

musthafa pc

ଆଇଡି ଫ୍ରେସ ଫୁଡର ମାଲିକ ମୁସ୍ତଫା ପିସିଙ୍କ କମ୍ପାନୀର ଦାମ ୨ହଜାର କୋଟି

ଆଇଡି ଫ୍ରେସ ଫୁଡର ମାଲିକ ମୁସ୍ତଫା ପିସି ଏବେ ସସସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ପହଞ୍ଚିଛନ୍ତି ସଫଳତାର ଶୀର୍ଷରେ। ଗରିବ ପରିବାରରୁ ଆସିଥିବା ମୁସ୍ତଫାଙ୍କ ସଫଳତାର କାହାଣୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ମୁସ୍ତଫା ଏବେ ବ୍ରାଣ୍ଡ ଫୁଡ଼ କମ୍ପାନୀର…