ଏହି ଦୁର୍ଗର ପାଚେରୀକୁ କୁହାଯାଏ ‘ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ’! ଜାଣନ୍ତୁ ଏହାର ଇତିହାସ
ଭାରତର ପଶ୍ଚିମ ଭାଗରେ ଅବସ୍ଥିତ ରାଜସ୍ଥାନ ଏହାର ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା । ଏଠାରେ ଏପରି ଅନେକ ସ୍ଥାନ ଅଛି ଯାହାକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ଲୋକ ଆସନ୍ତି । ରାଜସ୍ଥାନ, ରାଜା ଏବଂ ମହାରାଜାଙ୍କ ରାଜ୍ୟ ତେଣୁ ଏଠାରେ ଅନେକ ଦୁର୍ଗ ଏବଂ…