Below header
Browsing Tag

nagpur bus accident

ଓଲଟିଲା ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍, ଦୁର୍ଘଟଣାରେ ୨ ଜଣ ଆହତ

ପୁଣି ବସ୍‌ ଦୁର୍ଘଟଣା। ଓଲଟିଲା ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ । ମହାରାଷ୍ଟ୍ର ନାଗପୁରଠାରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି ସୁରତରୁ ଓଡ଼ିଶା ଫେରୁଥିଲା।