Browsing Tag

nails grow

ଅଧାରୁ ଭାଙ୍ଗି ଯାଉଛି କି ନଖ ? ମନ ଦୁଃଖ କରନ୍ତୁ ନାହିଁ, ବଢାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଲମ୍ବା ନଖ ରଖିବା ଅଧିକାଂଶ ଝିଅ ମାନଙ୍କର ପସନ୍ଦ। କିନ୍ତୁ ନଖକୁ ଲମ୍ବା କରିବା କୌଣସି ସହଜ କଥା ନୁହେଁ। ଯଦି ସହଜ ହୋଇଥାଏ ତେବେ ସମସ୍ତଙ୍କ ହାତରେ ଲମ୍ବା ନଖ ଦେଖିବାକୁ ମିଳିଥାନ୍ତା। ଅନେକ ଝିଅ ମାନଙ୍କର ନଖ ଲମ୍ବା ହୋଇଥାଏ କିନ୍ତୁ ସୁନ୍ଦର ହୋଇନଥାଏ। ଆସନ୍ତୁ ଜାଣିବା ନଖକୁ ସୁନ୍ଦର ଏବଂ…