Below header
Browsing Tag

nandnkanan

ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ନିଆଁ

କେନ୍ୟୁଜ୍(ବ୍ୟୁରୋ):  ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା । ଶାଗୁଣା ପ୍ରଜନନ କେନ୍ଦ୍ରର ୫୦ ମିଟର ଦୂର ଭୋଜି ସ୍ଥଳରେ ଅଗ୍ନିକାଣ୍ଡ ହୋଇଛି। ଅଞ୍ଚଳଟି ଜଙ୍ଗଲିଆ ହୋଇଥିବାରୁ ଖୁବ୍ ଜଲଦି ନିଆଁ ବ୍ୟାପିଯାଇଥିଲା। ନିଆଁରେ କୌଣସି କ୍ଷୟ କ୍ଷତିର ସୂଚନା…