Below header

ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ନିଆଁ

କେନ୍ୟୁଜ୍(ବ୍ୟୁରୋ):  ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା । ଶାଗୁଣା ପ୍ରଜନନ କେନ୍ଦ୍ରର ୫୦ ମିଟର ଦୂର ଭୋଜି ସ୍ଥଳରେ ଅଗ୍ନିକାଣ୍ଡ ହୋଇଛି। ଅଞ୍ଚଳଟି ଜଙ୍ଗଲିଆ ହୋଇଥିବାରୁ ଖୁବ୍ ଜଲଦି ନିଆଁ ବ୍ୟାପିଯାଇଥିଲା। ନିଆଁରେ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ। ନିଆଁ ଲିଭା କାର୍ଯ୍ୟ ପାଇଁ ୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ଭୋଜି ରନ୍ଧା ଚୁଲିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.