ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ ଔଷଧ ପରିବର୍ତ୍ତେ ଖାଇପାରିବେ ଏହି ସବୁ ନ୍ୟାଚୁରାଲ୍ ପେନ୍କିଲର୍
କୌଣସି ପ୍ରକାର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆମ ମଧ୍ୟରୁ ଅଧିକାଂଶ ଲୋକ ପେନ୍କିଲର୍ ଖାଇଥା’ନ୍ତି । ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ଅନୁଯାୟୀ, ଆବଶ୍ୟକ ସମୟରେ ଔଷଧ ସେବନ କରନ୍ତୁ। ସାମାନ୍ୟ ଯନ୍ତ୍ରଣା ଉପରେ ପେନ୍କିଲର୍ ଖାଇବା ଆପଣଙ୍କ କିଡନୀ, ହୃଦୟ…