ନୌସେନା ଅଧିକାରୀ ବିନୟ ଓ ସ୍ତ୍ରୀଙ୍କ ନକଲି ଭିଡିଓ ଭାଇରାଲ : ନିଜେ ସାମ୍ନାକୁ ଆସି ସତ କହିଲେ ଦମ୍ପତି
ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି । ଏହି ଆକ୍ରମଣରେ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ପ୍ରାଣ ହରାଇଥିଲେ । ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ…