Below header
Browsing Tag

nawaj sharif

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ‘ପିଏମ୍‌ଏଲ୍‌-ଏନ୍‌’ର ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋମବାର ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ପିଏମ୍‌ଏଲ୍‌-ଏନ୍‌ ପଦକୁ ସମ୍ଭାଳି ଆସୁଥିଲେ । ଶେହବାଜ ସରିଫଙ୍କ ଇସ୍ତଫା ପରେ ତାଙ୍କ ବଡ଼…

ପାକିସ୍ତାନ ରେଳ ମନ୍ତ୍ରୀଙ୍କ ମୁହଁରେ ଭାରତୀୟ ଗାୟକଙ୍କ ନାଁ

ପାକିସ୍ତାନ ନେତାଙ୍କ ମୁହଁରେ ପୁଣି ଭାରତୀୟ ଗାୟକଙ୍କ ନାଁ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହଁ ଏମିତି ହିଁ ଏକ ବୟାନ ଦେଇଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ। ତାଙ୍କ ଅନୁସାରେ ପ୍ରାୟ ୯ ମାସ ଜେଲରେ ଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ ସରିଫଙ୍କୁ ସେଠାରେ ଭାରତୀୟ ଗାୟକ ମୁକେଶ…