ଲାଲ୍ ସଂଗଠନକୁ ଝଟ୍କା, ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ
ମାଲକାନଗିରି: ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି କତୋଗୁଡ଼ମ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ACM କ୍ୟାଡର, ୪ଜଣ ପାର୍ଟି ମେମ୍ବର ରହିଛନ୍ତି । ମାଓ ସଂଗଠନରେ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ…