Browsing Tag

NC aquarium

ଲୋକେ ମାନସିକ ପାଇଁ ପକାଉଥିବା କଏନକୁ ଏବେ ବାହାର କରି ଭରିବେ ବିଲ

ଲକଡାଉନ ଏବଂ ସଟଡାଉନ ଲୋକମାନଙ୍କୁ ଆର୍ଥିକ ରୂପେ ଭାଙ୍ଗି ଦେଇଛି । ଗତ କିଛି ଦିନ ମଧ୍ୟରେ ଏହାର ଅନେକ ଉଦାହରଣ ଆପଣ ଦେଖିବାକୁ ପାଈଥିବେ । ପ୍ରବାସୀ ଶ୍ରମିକମାନେ ଘରକୁ ଚାଲି ଚାଲି ଫେରୁଛନ୍ତି । ସହରରେ ଶ୍ରମିକ କମ । ଘରଭଡା ବଢିଯାଇଛି । କାମ ମିଳିବା କମ ହୋଇଯାଇଛି । ସାରା ଦୁନିଆ ପାଇଁ…