Below header
Browsing Tag

ncl job

NCL ରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଆବେଦନ କରିପାରିବେ ।…

NCL ରେ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର । NCL ରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟ୍‌ nclcil.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ରହିଛି । ପଦବୀ ବିବରଣୀ : ୩୩୮ ଜରୁରୀ ତାରିଖ : ଆବେଦନ…

୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ NCL ରେ ଆବେଦନ, ଜାଣନ୍ତୁ କେମିତି କରିବେ

କରୋନା ମହାମାରୀ ଅନେକ ଲୋକଙ୍କ ଚାକିରି ଛଡାଇନେଇଛି ତ ଆଉ କେଉଁଠି କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତିରେ ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନଦର୍ଣ୍ଣ କୋଲଫିଲ୍ଟସ ଲିମିଟେଡ୍‌ ପକ୍ଷରୁ ବମ୍ପର ନିଯୁକ୍ତି ହେଉଛି। ଅଧିକ ଜାଣିବା ପାଇଁ ଆବେଦନକାରୀ…