ସରକାର ଆମକୁ ସାହାଯ୍ୟ କର: ଭାଇର ଉନ୍ନତ ଚିକିତ୍ସା ପାଇଁ ଭାଇର ଗୁହାରି
ଜୟପୁର: ମୋ ଭାଇକୁ ବଞ୍ଚେଇ ଦିଅ...ଜୀବନ ମରଣ ସହ ସଂଘର୍ଷ କରୁଛି ମୋ ଭାଇ ବହ୍ଲବ । ଆମର କୌଣସି ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାର ଆମକୁ ସାହାଯ୍ୟ କରନ୍ତୁ । ସାହାଯ୍ୟ ପାଇଲେ ମୋ ଭାଇ ବଞ୍ଚିଯିବ । BSKY କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ସୁବିଧା ଥିଲେ…