ଚତୁର୍ଥ ଥର ମା’ ହେବାକୁ ଯାଉଛନ୍ତି ନୀରୁ ବାଜଓ୍ଵା! ଅଭିନେତ୍ରୀଙ୍କ ପୋଷ୍ଟ୍ ଦେଖି ଦ୍ୱନ୍ଦ୍ୱରେ ପଡ଼ିଲେ ଫ୍ୟାନ୍
ହିନ୍ଦୀ ଟିଭି ସିରିୟଲ୍ସ ପରେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରେ ବେଶ୍ ନାଁ କମାଉଛନ୍ତି ଅଭିନେତ୍ରୀ ନୀରୁ ବାଜଓ୍ଵା। ନୀରୁ ନିଜର ନୂଆ ପ୍ରୋଜେକ୍ଟଗୁଡ଼ିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ ନୀରୁ ଚତୁର୍ଥ ଥର ମା’ ହେବାକୁ ଯାଉଛନ୍ତି। ନିକଟରେ…