Below header
Browsing Tag

NEET entrance exam in bhubaneswar

ଆସନ୍ତା ୧୩ରେ NEET: ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ NEET  ପରୀକ୍ଷା। ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପରୀକ୍ଷାର୍ଥୀ। ଏଥିମଧ୍ୟରୁ ୧୩ ଶହ ପରୀକ୍ଷାର୍ଥୀ ସରକାରୀ ସୁବିଧା ପାଇଁ ପଞ୍ଜିକରଣ କରିଛନ୍ତି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ନିଟ୍‌ ରାଜ୍ୟ ସଂଯୋଜକଙ୍କ ସହ…