କମ ସମୟରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ପୋଷ୍ଟ ଅଫିସ ବାହର କଲା ୨ଟି ନୂଆ ସୁବିଧା , ଜାଣନ୍ତୁ
ଆସିଲା ପୋଷ୍ଟ ଅପିସକୁ ନେଇ ବଡ଼ ଅପଡେଟ। ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିଥିବା ଲୋକଙ୍କ ପାଇଁ ଆସିଛି ବଢ଼ିଆ ଖୁସି ଖବର। ପୋଷ୍ଟ ଅଫିସର ନୂଆ ସୁବିଧା ଅନୁଯାୟୀ ଏବେ ପ୍ରତ୍ୟେକ ଖାତାଧାରକଙ୍କୁ ଏହାର ଫାଇଦା ମିଳିବ। ଡିପାର୍ଟମେଣ୍ଟ ତରଫରୁ ଏହି ସୁବିଧା ଗତ ମେ ୧୮ ତାରିଖରେ ଆରମ୍ଭ କରାଯାଇଛି। ଯଦି…