Below header
Browsing Tag

negative impacts

ଜାଣନ୍ତୁ ୨୦୨୧ ରେ କେଉଁ ରାଶି ଉପରେ ପଡ଼ିବ ଶନିଙ୍କ ପ୍ରଭାବ, ଆଗରୁ ହୋଇଯାଆନ୍ତୁ ସତର୍କ

ଶେଷ ହେବାକୁ ଯାଉଛି ୨୦୨୦ ବର୍ଷ। ଏନେଇ ମାତ୍ର ଆଉ କିଛି ଦିନ ବାକି ରହିଛି। ଅନ୍ୟପଟେ ନୂଆବର୍ଷ ଅର୍ଥାତ ୨୦୨୧ କୁ ନେଇ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଘରେ ରହି ସବୁ ଲୋକଙ୍କ ଦିନଗୁଡ଼ିକ ବିତିଗଲା। ଏନେଇ ନୂଆବର୍ଷ କିଛି ଶୁଭ ଖବର ନେଇ ଆସିବ ବୋଲି ଲୋକଙ୍କ…