ପର କରିଦେଲା ପରିବାର, ଘର ବାରଣ୍ଡାରେ ପଡ଼ିଥିବା ଅସହାୟ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଗାଁ ଲୋକେ
ମାହାଙ୍ଗା (କେ ନ୍ୟୁଜ୍) : ନିଜ ପରିବାର ଥାଇ ବି ସେ ନିରାଶ୍ରୟା । ଦଶ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଲେ । ତାର ସୁରକ୍ଷା ପାଇଁ ଛାଇ ଭଳି ଜଗି ରହିଲେ । ହେଲେ ସେଇ ପୁଅ ଓ ଘରକୁ ଆଣିଥିବା ବୋହୂ ତାଙ୍କୁ ପର କରିଦେଲେ । ଏମିତି ବାସ୍ତବ କାହାଣୀ ଆମ ସମାଜରେ କିଛି ନୂଆ ନୁହେଁ । ଏମିତି ଏକ…