Browsing Tag

nemal peetha

ମାଳିକା ବଚନ ନହେବ କି ଆନ : ନେମାଳ ପୀଠର ମହାତ୍ମ୍ୟ

ପଞ୍ଚାସଖାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଚ୍ୟୁତ । ଯିଏକି ଲେଖିଛନ୍ତି ମାଳିକା । ବିଶ୍ୱାସ କରାଯାଏ ଯେଉଁଥିରେ ରହିଛି ଭବିଷ୍ୟତର କଥା । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଯେ ଦିନକୁ ମୋ ଆଶା ଅଭୟ ଚରଣ ମାଗଇ ମୋର ଏଇ ଭରସା । ଏଇ ପଦକରେ ଅଚ୍ୟୁତାନନ୍ଦ ନିଜର ମୃତ୍ୟୁ କେବେ ହେବ ସେକଥା ଆଗରୁ କହି…