UGC ନେଟ୍ କ୍ୱାଲିଫାଇ କରିଥିବା ଆଶାୟୀଙ୍କ ପାଇଁ ଚାକିରି ସୁଯୋଗ, ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା
ନେଟ୍ ପରୀକ୍ଷା ପାସ୍ କରି ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କୌଣସି ବି ବିଷୟରେ ମାଷ୍ଟର ଡିଗ୍ରୀରେ ଫାର୍ଷ୍ଟ ଡିଭିଜନ ସହିତ ନେଟ୍ ପରୀକ୍ଷା କ୍ୱାଲିଫାଇ କରିଥିବା ଆଶାୟୀମାନଙ୍କ ପାଇଁ ଚାକିରି ସୁଯୋଗ ଆଣିଛି। ୟୁଜିସି, ନୂଆଦିଲ୍ଲୀ ଏକାଡେମିକ୍…