Browsing Tag

new bike

ଲଞ୍ଚ ହୋଇଛି ଦୁନିଆର ସବୁଠାରୁ ପାୱାରଫୁଲ୍ ବାଇକ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଟ୍ରାୟମ୍ଫ ରକେଟ୍ ୩ ଷ୍ଟର୍ମ ସିରିଜର R ଏବଂ GT ଭାରିଆଣ୍ଟଗୁଡ଼ିକୁ ଗ୍ଲୋବାଲ୍ ମାର୍କେଟରେ ଷ୍ଟାଇଲ୍ ଏବଂ ନୂଆ କଲର ସହିତ ଉପସ୍ଥାପନ କରାଯାଇଛି । ଏହି R ଭାରିଆଣ୍ଟ ବାଇକର ଏକ୍ସ-ଶୋରୁମ୍ ପ୍ରାଇସ୍ ଭାରତରେ ପ୍ରାୟ ୨୨.୫ ଲକ୍ଷ ଟଙ୍କା ଥିବାବେଳେ, GT ଭାରିଆଣ୍ଟର ପ୍ରାଇସ୍ ୨୩ ଲକ୍ଷ ଟଙ୍କା ହେବ…

ନୂଆ ଅବତାରରେ ଖୁବ୍ ଶୀଘ୍ର ଆସିବ Royal Enfield Super Meteor 650, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

Royal Enfield ଏହାର କ୍ରୁଜର ବାଇକ ସୁପର ମିଟିଓର 650କୁ ଏକ ନୂଆ ଅବତାରରେ ଆଣିବାକୁ ପ୍ରସ୍ତୁତ ହେଉଛି । ସ୍ପେନର ରାସ୍ତାରେ ଟେଷ୍ଟିଂ ସମୟରେ ଦେଖାଯାଇଥିବା ଏହି ଅପଡେଟେଡ୍ ମଡେଲର ଫଟୋଗୁଡ଼ିକ ପ୍ରମାଣ କରୁଛି ଯେ କମ୍ପାନୀ ଏହାକୁ ଖୁବ୍ ଶୀଘ୍ର ବଜାରରେ ଲଞ୍ଚ କରିପାରିବ । ଯଦି ଆପଣ ରୟାଲ…

ନୂଆ ଲୁକରେ Kawasakiର ଏହି ବାଇକ୍, ଜାଣନ୍ତୁ କେତେ ରହିଛି ପ୍ରାଇସ୍

ଯଦି ଆପଣ ସ୍ପୋର୍ଟସ୍ ବାଇକ୍ ଲଭର୍ସ, ତେବେ ଆପଣ ନିଶ୍ଚିତ ଭାବରେ Kawasaki Ninja 400 ନାମ ଶୁଣିଥିବେ । ଏହି ବାଇକ୍ ଏହାର ପରଫରମାନ୍ସ ଏବଂ ଡିଜାଇନ୍ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏବେ ଏହାକୁ ଜାପାନରେ ୨୦୨୫ ମଡେଲ ଭାବରେ ଏକ ନୂଆ ଅବତାରରେ ଲଞ୍ଚ କରାଯାଇଛି । ବାଇକର ଇଞ୍ଜିନ କିମ୍ବା…

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି BMW ର ଏକ ଜବରଦସ୍ତ ବାଇକ୍, ରହିଛି ବଢ଼ିଆ ଫିଚର୍ସ

BMW Motorrad ର ଲେଜେଣ୍ଡାରୀ ଟୁରିଂ ସିରିଜ୍ ଖୁବ୍ ଶୀଘ୍ର ଏକ ନୂଆ ଧମାକା ସୃଷ୍ଟି କରିବାକୁ ଯାଉଛି । ଜର୍ମାନ ଅଟୋ ଜାଏଣ୍ଟ BMW ଏପ୍ରିଲ୍ ୨୯, ୨୦୨୫ରେ ବିଶ୍ବ ସ୍ତରରେ ଏହାର ନୂଆ R 1300 RT କୁ ଉନ୍ମୋଚନ କରିବାକୁ ଯାଉଛି । ଏହି ବାଇକ୍ ପୂର୍ବରୁ ଥିବା R 1250 RT ର ଜାଗା ନେବ ଏବଂ ଏକ ନୂଆ…

ମେ ୧୫ରେ ଲଞ୍ଚ ହେବ ନୂଆ Yezdi Adventure, ଜାଣନ୍ତୁ କ’ଣ ରହିଛି ଖାସ୍

Classic Legends ନିଜର ପପୁଲାର୍ ମୋଟରସାଇକେଲ୍ Yezdi Adventure ର ଅପଡେଟେଡ୍ ଭର୍ସନ ମେ ୧୫,୨୦୨୫ରେ ଲଞ୍ଚ କରିବାକୁ ଯାଉଛି । ଏହି ବାଇକ୍ ସେହି ଗ୍ରାହକଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ ଆଡଭେଞ୍ଚର ଏବଂ ୟୁନିକ୍ ଲୁକ୍ କୁ ପସନ୍ଦ କରନ୍ତି । କମ୍ପାନୀ ଗତ ବର୍ଷ ଏହି ବାଇକରେ ଅନେକ ବଡ଼…

Royal Enfield Classic 650 vs Super Meteor 650, କେଉଁ କମ୍ପାନୀର ବାଇକ୍ କିଣିବାରେ ହେବ ଫାଇଦା

Royal Enfield ୬୫୦ସିସି ରେଞ୍ଜରେ Classic 650 କୁ ଲଞ୍ଚ କରାଯାଇଛି । ଭାରତରେ ଲଞ୍ଚ ହେବା ମାତ୍ରେ ଏହି ବାଇକ୍ ସେହି ରାଇଡର୍ସଙ୍କୁ ସରପ୍ରାଇଜ୍ ଦେଇଛି, ଯେଉଁମାନେ ଟ୍ରାଡିସ୍ନାଲ୍ ଲୁକ୍ ଏବଂ କ୍ଲାସିକ୍ ପରଫରମାନ୍ସ ପାଇଁ ପାଗଳ । ଏହି ବାଇକକୁ ୩.୩୭ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ପ୍ରାଇସ୍…

୩୦ ଲକ୍ଷ ଟଙ୍କାରେ ଲଞ୍ଚ ହେଲା Duacti Panigale V4, ଜାଣନ୍ତୁ ଏହାର ଡିଟେଲ୍ସ

Duacti Panigale V4 ର ନୂଆ ମଡେଲ୍ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ମୋଟରସାଇକେଲକୁ ପରଫରମାନ୍ସ ବେସ୍ଡ ତିଆରି କରାଯାଇଛି । Duacti ର ଏହି ପାୱାରଫୁଲ୍ ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୨୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । Panigale V4 ସହିତ Panigale V4S ମଧ୍ୟ ଭାରତୀୟ ବଜାରରେ…

TVS ଲଞ୍ଚ କରିଛି Ronin ବାଇକ୍, ରହିଛି ଜବରଦସ୍ତ ପ୍ରାଇସ୍ ଏବଂ ଫିଚର୍ସ

ଦେଶରେ ବିଭିନ୍ନ ସେଗମେଣ୍ଟରେ ସ୍କୁଟର ଏବଂ ବାଇକ୍ ସେଲ୍ କରୁଥିବା ମେକର TVS ଦ୍ବାରା ୨୦୨୫ TVS Ronin ବାଇକ୍ ଲଞ୍ଚ କରାଯାଇଛି । ବାଇକରେ କି ପ୍ରକାରର ପରିବର୍ତ୍ତନ କରାଯାଇଛି । ଏଥିରେ କେଉଁ ଫିଚର୍ସ ଆଡ୍ କରାଯାଇଛି ଏବଂ ଏହାକୁ କେଉଁ ମୂଲ୍ୟରେ ଅଫର କରାଯାଉଛି । ତାହା ଆସନ୍ତୁ ଜାଣିବା ।…

ଏକ ଲକ୍ଷ ଟଙ୍କା ଶସ୍ତା ହେଲା Kawasaki ର ଏହି ବାଇକ୍, ନୂଆ ମଡେଲର ଫିଚର୍ସରେ ଆସିଛି ବଡ଼ ଅପଡେଟ୍

Kawasaki Versys 1100 ର ନୂଆ ମଡେଲ୍ ଭାରତୀୟ ବଜାରରେ ଲଞ୍ଚ ହୋଇଛି । Kawasaki ର ଏହି ବାଇକ୍ ୧୨.୯୦ ଲକ୍ଷ ଟଙ୍କାର ଏକ୍ସ-ସୋରୁମ୍ ପ୍ରାଇସ୍ ସହିତ ମାର୍କେଟକୁ ଆସିଛି । କମ୍ପାନୀ ପୂର୍ବ ତୁଳନାରେ ଏହି ବାଇକର ଇଞ୍ଜିନ୍ କାପାସିଟିକୁ ବଢ଼ାଇଛି । ବାଇକରେ ଅପଡେଟ୍ ହେବା ପରେ ମଧ୍ୟ କମ୍ପାନୀ…

ପ୍ରଥମ ଥର ପାଇଁ ଏତେ ଶସ୍ତାରେ ମିଳୁଛି ଏହି ଗାଡି, ଜାଣନ୍ତୁ Triumph Speed T4 ର ନୂଆ ପ୍ରାଇସ୍

ଭାରତରେ ସ୍ପୋର୍ଟସ୍ ବାଇକର କ୍ରେଜ୍ ବହୁତ ରହିଛି । ଯଦି ଆପଣ ଭାରତୀୟ ବଜାରରେ ଉପଲବ୍ଧ ଏକ ସ୍ପୋର୍ଟ ଏବଂ ଷ୍ଟାଇଲିସ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କୁ ଏକ ଦମଦାର ବାଇକ୍ ବିଷୟରେ କହିବୁ । ଯାହାର ନାମ ରହିଛି Triumph Speed T4 । କମ୍ପାନି ଏହି ବାଇକ ଉପରେ ୧୭ ହଜାର…

ବଜାରରେ ଏଣ୍ଟ୍ରି କଲା Kawasaki ର ନୂଆ ବାଇକ୍, ରହିଛି ଦମଦାର ପାୱାର ଏବଂ ଫିଚର୍ସ

ଭାରତୀୟ ବଜାରରେ Kawasaki ର ନୂଆ ମୋଟରସାଇକେଲ୍ KLX230 ଏଣ୍ଟ୍ରି କରିଛି । ଏହି ବାଇକ୍ ଲଞ୍ଚ ହେବା ସହିତ ଏହା ଭାରତୀୟ ବଜାରରେ ସେଲ୍ ହେଉଥିବା ସବୁଠାରୁ ମହଙ୍ଗା ରୋଡ୍-ଲିଗଲ୍ ଡୁଆଲ-ସ୍ପୋଡ୍ସ ମୋଟରସାଇକେଲ ହୋଇଛି । ଏହି ବାଇକର ପାୱାର୍ ଏବଂ ଫିଚର୍ସ ବହୁତ ଦମଦାର୍ ହୋଇଛି । Kawasaki ବାଇକର…

Kawasaki ର ଏହି ବାଇକରେ ମିଳିବ ବଡ଼ ଅପଡେଟ୍, ମିଳିବ ଅନେକ ଲାଟେଷ୍ଟ ଫିଚର୍ସ

Kawasaki ଏହାର ପପୁଲାର ବାଇକ୍‌ Z900 ରେ ଏକ ବଡ ଅପଡେଟ୍‌ ଦେବାକୁ ଯାଉଛି । ଏହି ବାଇକ୍‌ର ନୂଆ ଷ୍ଟାଇଲ୍‌ ଏବଂ ଦମଦାର ଫିଚର୍ସ ସହିତ ଭାରତୀୟ ବଜାରକୁ ଅଣାଯିବ । ଏହା ସହିତ, ଟପ୍‌-ଏଣ୍ଡ ଭ୍ୟାରିଆଣ୍ଟ Z900 SE ରେ ମଧ୍ୟ ଅନେକ ବଡ ପରିବର୍ତ୍ତନ କରାଯାଇପାରେ । ବାଇକର ସ୍କ୍ରିନରୁ ଏହାର…