ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ହେଲେ ଡାକ୍ତରଖାନାରେ ମୃତ ଘୋଷଣା
ଯାଜପୁର (କେନ୍ୟୁଜ) : ପୁଣି ଅଲୋଡ଼ା ଶିଶୁକନ୍ୟା। ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଧୀନ ମାଣ୍ଡୁକା ପଂଚାୟତରେ। ଆଜି ସକାଳୁ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥିବା ସ୍ଥାନୀୟ…