Browsing Tag

new coin

ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଜାରି କଲେ ୫ ପାଉଣ୍ଡର ନୂଆ କଏନ, ଯେଉଁଥିରେ ରହିଛି ଭାରତ ସହ ଜଡ଼ିତ…

ଦୀପାବଳି ଅବସରରେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛି ବ୍ରିଟେନ। ଏହି ଶୁଭ ଦିନରେ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ୫ ପାଉଣ୍ଡର ଏକ ନୂଆ କଏନ ଜାରି କରିଛନ୍ତି। ଏହା ଉପରେ ଭାରତର ଜାତୀୟ ଫୁଲ ମଧ୍ୟ ଅଙ୍କିତ ହୋଇଛି। ଏହାକୁ ‘ରୟାଲ ମିଣ୍ଟ ଦିଓ୍ଵାଲି…