Browsing Tag

new delhi reopen

ଆସନ୍ତାକାଲି ଠାରୁ ଶତ ପ୍ରତିଶତ ଖୋଲିବ ରାଜଧାନୀ, ସକାଳ ୧୦ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ହେବ କାରବାର

 ନୂଆଦିଲ୍ଲୀ(କେ ନ୍ୟୁଜ):  ଦିଲ୍ଲୀରେ ଆସନ୍ତାକାଲି ଠାରୁ ଶତ ପ୍ରତିଶତ ଦୋକାନ ଖୋଲିବ । ସବୁ ଦୋକାନ ବଜାର, ସପିଂ ମଲରେ ସକାଳ ୧୦ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ କାରବାର ହେବ। ସବୁ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ପ୍ରଥମ ସପ୍ତାହ ଟ୍ରାଏଲ ଭିତ୍ତିକ ରହିବ । କରୋନା ସଂକ୍ରମଣ…