Browsing Tag

new terrorist list

କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି ହେଲା ନୂଆ ଆତଙ୍କବାଦୀ ଲିଷ୍ଟ, ସାମିଲ ହେଲା ଆଉ ୧୮ ଜଣ ଆତଙ୍କବାଦୀଙ୍କ ନାଁ

କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ତରଫରୁ ମଙ୍ଗଳବାର ଆତଙ୍କବାଦୀଙ୍କ ବିପକ୍ଷରେ ଏକ ବଡ ପଦକ୍ଷେପ ନିଆଯାଇଛି । ଏକ ନୂଆ ଆତଙ୍କବାଦୀ ଲିସ୍ଟ ଜାରି କରିଛନ୍ତି । ଯୁଏପି ଆକ୍ଟ ଅନୁଯାୟୀ ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏହି ତାଲିକାରେ ୧୮ ଜଣ ଆତଙ୍କବାଦୀଙ୍କ ନାଁ ରହିଛି | ଏହି ଲିଷ୍ଟରେ ଅଣ୍ଡର…