Browsing Tag

NEW YEARS NEW MORNING

ନୂଆ ବର୍ଷର ନୂଆ ସକାଳ, କାହିଁକି ଉନ୍ମାଦନା ଆଣେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୧୯ ଜାନୁଆରୀ ୧ ତାରିଖ ସକାଳର ଦୃଶ୍ୟ କିନ୍ତୁ ଥିଲା ପୂରା ନିଆରା । ଆଉ ସେ ଉଦଣ୍ଡ ନୃତ୍ୟ ନଥିଲା କି ଡିଜେର କିଳାକିଳା ରଡ଼ି । ଶାନ୍ତ, ସ୍ନିଗଧ ଟିକେ କୁହୁଡ଼ିଆ ପରିବେଶ ମନକୁ ଆନନ୍ଦ ଦେଉଥିଲା । ଶ୍ରୀକ୍ଷେତ୍ର ପୁରୀରେ ଥିଲେ ସବୁଠାରୁ ଅଧିକ ଲୋକ । କାରଣ ଦୁଇଟି…