Browsing Tag

night curfew in twin

ପୂଜାକୁ ଫିକା କରିବା କୋଭିଡ କଟକଣା, ଆସନ୍ତାକାଲି ଠାରୁ ଟ୍ଵିନ ସିଟିରେ ରାତି ୮ଟା ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ

ଭୁବନେଶ୍ୱର(କେନ୍ୟୁଜ୍‌) : ଚଳିତ ବର୍ଷର ଦୁର୍ଗା ପୂଜାକୁ ଫିକା କରିବ ନାଇଟ କର୍ଫ୍ୟୁ । ଆଉ ଆଗ ଭଳି ସନ୍ଧ୍ୟାରେ ଗହଳି ଜମିବନି । ଲୋକେ ବାହାରିବେନି ପଦାକୁ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତି ନେଇଛନ୍ତି । ପାର୍ବଣ ପାଇଁ ଟୁଇନ ସିଟିରେ ହେବ କଡ଼ା ସୁରକ୍ଷା । କାଲିଠୁ…