ରାତିରେ ବଢିବ ତାତି, ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ରହିବ ଶୁଖିଲା
ବାଲିଗୁଡ଼ା: ରାତିରେ ବଢିବ ତାତି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ । ଏହାପରେ ପାରଦ ଉପରକୁ ଉଠିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଲିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ । ୭ ଦିନ ପର୍ଯ୍ୟନ୍ତ…