ମଣିଷ-ଭାଲୁ ଲଢେଇ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର
ନୀଳଗିରି: ମଣିଷ-ଭାଲୁ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଅଭାବନୀୟ ଘଟଣା ଘଟିଛି । ଖାଦ୍ୟ ଅନ୍ବେଷଣରେ ସ୍ବର୍ଣ୍ଣଚୁଡ ଜଙ୍ଗଲରୁ ଆସି ବାଟବଣା ହୋଇଥିଲେ ଦୁଇଟି ଭାଲୁ। ଗାଁରେ ବୁଲୁଥିବାବେଳେ ପ୍ରଭାତ…