ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଗିରଫ ଓ ଗୋଡ଼ରେ ସିକୁଳି ପକାଇବା ଘଟଣା: ପ୍ରତିବାଦରେ ଆଜି ନୀଳଗିରି ବନ୍ଦ ଡାକରା

ବାଲେଶ୍ବର(କେନ୍ୟୁଜ): ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଗିରଫ ଓ ଗୋଡ଼ରେ ସିକୁଳି ପକାଇବା ଘଟଣାର ପ୍ରତିବାଦ। ପ୍ରତିବାଦରେ ଆଜି ନୀଳଗିରି ବନ୍ଦ ଡାକରା ଦେଇଛନ୍ତି ନୀଳଗିରି କ୍ରିୟାନୁଷ୍ଠାନ କମିଟି। ବନ୍ଦକୁ ସମର୍ଥନ ଦେଇଛନ୍ତି ସମସ୍ତ ରାଜନୈତିକ ଦଳ । ସାମ୍ବାଦିକଙ୍କ ବିରୋଧରେ ଲଗାଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ଆଇଆଇସିଙ୍କୁ ବହିଷ୍କାର ଦାବିରେ ବନ୍ଦ ଡାକରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.